Post Matric Scholarship Odisha: ଆପଣଙ୍କର ଶିକ୍ଷା ପାଇଁ ଆର୍ଥିକ ସାହାଯ୍ୟ
Last Date to Apply: 15 Dec, 2024
Benefits:
- Scholarship Amount: Varies by course duration (per year)
- Target Scholarships: Based on applications received
- ପାଇବା ସୁଯୋଗ: ବର୍ଷକୁ ଗୋଟିଏ ଥର ପାଇବେ ।
The Post Matric Scholarship Odisha is here to support students in pursuing higher education after matriculation. This scholarship aims to ease financial burdens, allowing you to focus on your studies.
ମାଟ୍ରିକ୍ ପରେ ଉଚ୍ଚଶିକ୍ଷା କରିବାକୁ ଚାହୁଁଥିବା ଛାତ୍ର / ଛାତ୍ରୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ ଓଡିଶାର ବ୍ୟବସ୍ତା କରାଯାଇଛି | ଏହି ଛାତ୍ରବୃତ୍ତି
ଛାତ୍ର / ଛାତ୍ରୀ ଙ୍କ ଆର୍ଥିକ ବୋଝ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି, ଯେମିତିକି ଆପଣ ନିଜ ପାଠ ପଢା ଉପରେ ଧ୍ୟାନ ଦେଇପାରିବେ |
କେଉଁମାନେ ଆବେଦନ କରିପାରିବେ?
ନିମ୍ନଲିଖିତ ବର୍ଗର ଛାତ୍ରଛାତ୍ରୀ ଆବେଦନ କରିପାରିବେ:
- Scheduled Tribe (ST)
- Scheduled Caste (SC)
- Other Backward Classes (OBC)
- Economically Backward Classes (EBC)
କେଉଁ କୋର୍ସ କରୁଥିଲେ ଆବେଦନ କରିପାରିବେ ?
The scholarship covers various courses, including:
- Plus 2 and Plus 3
- Engineering
- Medical
- Arts and Science degrees
- Diploma courses
କିପରି ଆବେଦନ କରିବେ ?
- Check Eligibility: ପରିବାର ଆୟ ₹2,50,000 ପର୍ଯ୍ୟନ୍ତ ଥିବା ଦରକାର।
- Gather Documents: Aadhaar Card, Income Certificate, Caste Certificate (if applicable), and more.
- Visit the Official Website: Complete the online application form.
- Submit Your Application: Ensure you submit before the deadline.
Important Links:
- Official Website: Click here
- Apply Online:: Click here
- Log in: Click here
- Register: Click here
Don’t miss out on this opportunity! The Post Matric Scholarship Odisha can significantly help in your educational journey. For the latest job updates and resources, visit www.jobguruzone.com.